Toptube Video Search Engine



Title:Gangadhar Meher ।। Odia quotes ।। Best odia stanza ।। Gangadhar Meher poems
Duration:06:50
Viewed:168,715
Published:06-08-2020
Source:Youtube

'ମହାନ ଆମ ମାତୃଭାଷା' ହେଉଛି ଓଡ଼ିଶାର ଏକ ଜାତୀୟତାବାଦୀ ତଥା ଖାଣ୍ଟି ଓଡ଼ିଆ ୟୁଟ୍ୟୁବ୍ ଚ୍ୟାନେଲ୍ । ଏହା ଓଡ଼ିଶାର ଭାଷା, ସାହିତ୍ୟ,କଳା, ସଂସ୍କୃତି ତଥା ଜାତୀୟତାର ଅନ୍ୟାନ୍ୟ ଦିଗ ଉପରେ କାର୍ଯ୍ୟ କରିଥାଏ । ଖାଣ୍ଟି ଓଡ଼ିଆ ପଣ ହେଉଛି ଏହାର ପରମ ଆଦର୍ଶ । ଓଡ଼ିଆ ଭାଷା, ସାହିତ୍ୟ ସମ୍ପର୍କିତ କୌଣସି ବିଷୟ ଉପରେ ଭିଡ଼ିଓ ପାଇବାକୁ ଚାହୁଁଥିଲେ ନିମ୍ନୋକ୍ତ ନମ୍ବରରେ ଯୋଗାଯୋଗ କରନ୍ତୁ । ୭୮୯୪୮୪୩୫୫୮ ଅନଲାଇନ୍ ମାଧ୍ୟମରେ ଓଡ଼ିଆ ସାହିତ୍ୟ ତଥା ବ୍ୟାକରଣର ଅଧ୍ୟୟନ (ଅନଲାଇନ୍ କ୍ଲାସ୍) କରିବାକୁ ଚାହୁଁଥିଲେ ଯୋଗାଯୋଗ କରନ୍ତୁ । ହ୍ବାଟ୍ସ୍ଏପ୍ - https://wa.me/917894843558 ସାମାଜିକ ଗଣମାଧ୍ୟମ ରେ ଆମକୁ ଯୋଗାଯୋଗ କରନ୍ତୁ ଏବଂ ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତି ଉପରେ ଆହୁରି ଅଧିକ ମୂଲ୍ୟବାନ ପ୍ରସଙ୍ଗ ପାଇବା ପାଇଁ ଆମ ସହ ଜଡ଼ିତ ରୁହନ୍ତୁ । ନିମ୍ନ ଲିଙ୍କ୍ ଗୁଡ଼ିକରେ ଯାଆନ୍ତୁ । Email ID - mahanamamatrubhasa@gmail.com ଇନଷ୍ଟାଗ୍ରାମ (Instagram) - https://www.instagram.com/mahan_ama_matrubhasa?igsh=dWd2am52NDgzYXUy ଫେସବୁକ୍ ପୃଷ୍ଠା (Facebook page) - https://www.facebook.com/Mahanamamatrubhasa?mibextid=ZbWKwL ଫେସବୁକ୍ ଗୋଷ୍ଠୀ (Facebook group)- https://www.facebook.com/groups/916294081781547/ ଟେଲିଗ୍ରାମ୍ (Telegram) - https://t.me/mahanamamatrubhasa #Gangadharmeher #Odiakabita #Odiapoems #Odiaquotes #Rajeshsatpathy



SHARE TO YOUR FRIENDS


Download Server 1


DOWNLOAD MP4

Download Server 2


DOWNLOAD MP4

Alternative Download :