Toptube Video Search Engine



Title:ଈଶ୍ୱରଙ୍କ ପାଖରେ କାନ୍ଦିଲେ କଣ ହୁଏ ? Shrimadbhagwat Geeta ll ଶ୍ରୀକୃଷ୍ଣ ବାଣୀ ll #tinkyofficial29
Duration:11:11
Viewed:281,311
Published:05-06-2023
Source:Youtube

ଈଶ୍ୱରଙ୍କ ପାଖରେ କାନ୍ଦିଲେ କଣ ହୁଏ ? Shrimadbhagwat Geeta ll ଶ୍ରୀକୃଷ୍ଣ ବାଣୀ କୁହାଯାଏ ଯେ ଶ୍ରୀମଦ୍ ଭଗବତ ଗୀତା କେବଳ ଗୋଟିଏ ଧର୍ମ ପାଇଁ ନୁହେଁ, ଏହି ପୃଥିବୀର ପ୍ରତ୍ୟେକ ବ୍ୟକ୍ତି ଏହାକୁ ପଢ଼ିବା ଏବଂ ବୁଝିବା ଉଚିତ୍ । ଯାହାଫଳରେ ସମସ୍ତେ ସୁଖ, ଶାନ୍ତି ଏବଂ ତାଙ୍କ ଜୀବନରେ ସଫଳତା ପାଇ ପାରିବେ | ଆଜିର ଏହି ଭିଡିଓରେ, ଆମେ ଶ୍ରୀମଦ୍ ଭଗବତ ଗୀତାର କିଛି ବିଚାର ବିଷୟରେ ଆଲୋଚନା କରିବା ଶ୍ରୀମଦ ଭଗବତ ଗୀତା ପରି କଲ୍ୟାଣକାରି ଗ୍ରନ୍ଥ ଏ ସଂସାରରେ ଅନ୍ୟ କୌଣସି ବି ଉପଯୋଗୀ ଗ୍ରନ୍ଥ ନାହିଁ । ଗୀତରେ ଜ୍ଞାନଯୋଗ , ଧ୍ୟାନଯୋଗ, କର୍ମଯୋଗ, ଓ ଭକ୍ତିଯୋଗ ଅଛି । ଯେକୌଣସି ବି ସାଧନା ନିଜର ଶ୍ରଦ୍ଧା, ରୁଚି ଏବଂ ଯୋଗ୍ୟତା ଅନୁସାରେ କରିଚାଲିଲେ ମନୁଷ୍ୟର ଶୀଘ୍ର କଲ୍ୟାଣ ହୋଇପାରିବ । ଏହି ସବୁ ସାଧନାଗୁଡିକ ତଥା ପରମାତ୍ମତତ୍ତର ରହସ୍ୟ ଜାଣିବା ନିମନ୍ତେ ଶ୍ରଦ୍ଧା-ଭକ୍ତିପୂର୍ବକ ଭାବସହିତ ଗୀତା ମନନ କରିବା ଏବଂ ସେହି ଅନୁସାରେ ନିଜର ଜୀବନ ଗଢିବା। #krishna_bani #krishna #gita #krishna_upadesh #krishnaspeeches #krishna_status #mahabharat #radhakrishna #radheradhe #gitasara ✅ Video ଟି ଯଦି ଆପଣ ମାନଙ୍କୁ ଭଲ ଲାଗେ please ଗୋଟେ like କରନ୍ତୁ ଓ share କରନ୍ତୁ ✅ଆମ channel କୁ ଯଦି ଏ ପର୍ଯ୍ୟନ୍ତ Subscribe kari ନାହାନ୍ତି ତାହେଲେ Subscribe କରିନିଅନ୍ତୁ । #tinkyofficial29 🙏ନମସ୍କାର 🙏



SHARE TO YOUR FRIENDS


Download Server 1


DOWNLOAD MP4

Download Server 2


DOWNLOAD MP4

Alternative Download :