Toptube Video Search Engine



Title:ଟଙ୍କିଆ ଚାଉଳTANKIYA CHAUL,new Sambalpuri SHORT FILM present by ISHWAR PRODUCTION SUNDARGARH,odisha♥️
Duration:51:17
Viewed:2,776,114
Published:09-04-2021
Source:Youtube

ଟଙ୍କିଆ ଚାଉଳ TANKIYA CHAUL NEW SAMBALPUR COMEDY VDO , presentd by ISHWAR PRODUCTION, City Sundargarh,ଓଡିଶା ନମସ୍କାର ମୋର ସମସ୍ତ ଦାଦା ଭାଇ, କାକା କାକି, ମା ମାଉସୀ, ଦିଦି, ମୋର ପ୍ରିୟ ସାଙ୍ଗ ମାନଙ୍କୁ ,ISHWAR PRODUCTION ତରଫରୁ ହାର୍ଦିକ ଶୁଭେଚ୍ଛା, ଆପଣ ମାନେ ଜାଣି ଥିବେ କଳହ ଅଶାନ୍ତି, ରୋଗ ର ମୂଳ କାରଣ, ହେଉଁଛେ ନିଶା, ନିଶା (ମଦ କୁସନା, ଦାରୁ ବିଡି,ଗଞ୍ଜାଇ, ସିଗ୍ରେଟ, ଘୁଟକା ପୁଡିଆ,) ନିଶା ସେବନ କରଲେ କିଛି ଲାଭ ନି ମିଳେ, ଆଉ ପ୍ରତି ବଦଳ ଥି କାଏଁ କାଏଁ କ୍ଷତି ହେସି ଆସ ଜାନମା 1- ଶରୀର ଥି ବହୁତ ପ୍ରକାର ବେମାର ସୃଷ୍ଟି କରେ, ମାନସିକ ରୋଗ, ଆଉ ଶାରୀରିକ ରୋଗ) 2-ପରିବାର ରେ ଇ ନିଶା ଲାଗି କଳହ ଝଗଡା, ଅଶାନ୍ତି, ସୃଷ୍ଟି କର୍ଷି, ଆଉ ସବୁବେଳେ ଅଭାବ, ଅସୁବିଧା, ଦୁଃଖ ଲାଗି ରହିଥିସି, ପରିବାର ର କେବେ ଭି ବିକାଶ, ଉର୍ନତି ହେଇ ନାଇଁ ପାରେ 3-ନିଶା ଲାଗି ନିଜର ସନ୍ତାନ ର ଭବିଷ୍ୟତ ଖରାପ ହେସି, 4-ନିଶା ଲାଗି ଟଙ୍କା ଖର୍ଚ୍ଚ ହେସି, ସବୁ ଧନ ସମ୍ପତି କେ ବର୍ବାଦ କରିଦେଶୀ 5-ନିଶା ପିଉଥିବା ଲୋକ ମାନକେ ସମାଜ ରେ ସମସ୍ତେ ନିନ୍ଦା ଅପମାନ, କରସନ,ସମସ୍ତେ ନୀଚ ଦୃଷ୍ଟି ରେ ଦେଖସନ, 6-ନିଶା ସେବନ କରି ଗାଡି ମଟର ରେ ନାନା ଦୁର୍ଘଟଣା ମାନେ ଘଟୁଛେ,ଆଉ ନିଜର ଜୀବନ କେ ହରାଉଛନ, 7-ନିଶା ସେବନ ଦ୍ଵାରା time ନଷ୍ଟ ହେସି, ନିଜର ଲକ୍ଷ କେ ଭି ହରେଇ ଦେଶନ ଆସ ସମସ୍ତେ ମିଶି ନିଶା ମୁକ୍ତ ସମାଜ ଗଠନ କରିବା,ସମାଜ ରୁ ନିଶା କେ ନିବାରଣ କରିବା, ନିଜେ ନିୟମ ପାଳନ କରି ଅନ୍ୟ ମାନଙ୍କୁ ବୁଝେଇବା,ପରିବାର, ସମାଜ, ଦେଶ ର ଉର୍ନତ୍ତି କରିବା,---------------- SLP THANKS .................................r ~Script , ଷ୍ଟୋରୀ, direction - ISHWAR BEHERA PRODUCER- -ଈଶ୍ବର ବେହେରା଼ DIRECTR- ISHWAR BEHERA ~Camera man - ishwar behera, jasketan ~Editor - Ishwar Behera ACTR: ଲୋଚନ, ଯଶକେତନ, ଈଶ୍ବର ଝରଣା, ସନ୍ଧ୍ୟା ~Contact Details~ Email for colaboration & Booking_ - 7682993605(Production Manager) Our Most Popular Videos Must Watch And Like Share & Comment 1-https://youtu.be/zi6vjEtetL4ବୁଢ଼ା ପଢ଼ା 2-Magsir Gurbaar ମଗଶିର ଗୁରବାର https://youtu.be/ZLYnXEI13 3-https://youtu.be/ZOjyHAK4QZcବନ୍ଦେ ମାତରଂ 4-.ଦଦା ର ସାଳି ବଡେ ମଲ ମଲି https://youtu.be/RdOSNhyut2U 5-ସୁନ୍ଦର ଗଡିଆ ହୀରୋ(Music Video) https://youtu.be/R4yUwwbtdCg 6-.BOLBAM JIMA JHUMI JHUMI https://youtu.be/rNAqYERGxeo 7-Maejhi buta bade Athaମାଇଝି ବୁତା ବଡେ ଅଥା https://youtu.be/zJIT5aIwAw4 ସ୍ମଶାନ bhuthttps://youtu.be/68K_hBI_l_o 8.(i hate love part _2 ) ଆଇ ହେଟ ଲବ -2 https://youtu.be/KLUQd2bnNgU 9-https://youtu.be/poN1B6qoJfE ପ୍ରେମ କାହାଣୀ, albm 10-.I HATE LOVEଆଇ ହେଟ୍ ଲଭ୍ https://youtu.be/u_kb3UT63e 11-https://youtu.be/k4j0AXa0YeIସାଦା ଛାଡ଼ ଖାଇ --------------------------- LIKE | SHARE | COMMENT SUBSCRIBE --------------------------- film odia, sundargarhdi comedy sambalpuri comedy, l ~THANKS FOR WATCHING~ ଆମ ଚାଁନେଲ ରେ ଯଦି ଅଭିନୟ କରିବା ପାଇଁ ଚାହୁଁ ଛନ୍ତି ହେଲେ ଯୋଗାଯୋଗ କରନ୍ତୁ ପ୍ରଡୁକ୍ସନ ମ୍ୟାନେଜର, ଈଶ୍ବର ଭାଇ ସହିତ, whatshop ନମ୍ବର -7682993605, ଗ୍ରାମ -tumulia, ବ୍ଲକ - balisankara, ଜିଲ୍ଲା -ସୁନ୍ଦରଗଡ଼, ଓଡିଶା ମେଲୋଡି ପ୍ରୋଗ୍ରାମ ପାଇଁ ଯୋଗାଯୋଗ କରନ୍ତୁ DIRECTORPRODUCER-ishwar behera, CAMERA, EDITR----------ishwar behera ACTRS-(MAHESWAR, ishwar,gargandhi, sanjib, Presented by ISHWAR PRODUCTION's କେବଳ ମନୋରଞ୍ଜନ ପାଇଁ ଅଟେ, ଏହା ଉପହାସ କିମ୍ବା ଥଟ୍ଟା ପାଇଁ ନୁହେଁ,..



SHARE TO YOUR FRIENDS


Download Server 1


DOWNLOAD MP4

Download Server 2


DOWNLOAD MP4

Alternative Download :