Toptube Video Search Engine



Title:Laxmi Purana | ଲକ୍ଷ୍ମୀ ପୁରାଣ | Manabasa Gurubar | ମାଣବସା ଗୁରୁବାର ବହିଗୀତ | Namita Agrawal & Gita Dash
Duration:01:43:11
Viewed:45,938,725
Published:22-04-2016
Source:Youtube

ଏହି ମାର୍ଗଶିର ମାସ ପ୍ରତ୍ୟେକ ଗୁରୁବାର ସିଦ୍ଧାର୍ଥ ଟିଭି ରେ ଦେଖନ୍ତୁ ୩O ବର୍ଷ ଧରି ଶୁଣୁଥିବା Namita Agrawal & Gita Dash ଙ୍କ କାଳଜୟୀ "ଲକ୍ଷ୍ମୀ ପୁରାଣ"... ଭୋର୫ଟା , ସକାଳ ୭ଟା ଏବଂ ଅପରାହ୍ନ ୪ଟାରେ..Only on Sidharth TV ------------------------------------------- SIDHARTH MUSIC presents "LAXMI PURANA" (Manabasa Gurubar Bahi Gita) "ଲକ୍ଷ୍ମୀ ପୁରାଣ" ଓଡ଼ିଶାର ଘରେ ଘରେ ମାଣବସା ଗୁରୁବାର ନାମରେ ମଧ୍ୟ ଖ୍ୟାତ । ମାର୍ଗଶୀର ମାସର ଗୁରୁବାର ଦିନ ଓଡ଼ିଶାର ପ୍ରତି ଘରେ ଲକ୍ଷ୍ମୀପୂଜା ବା ମାଣବସା ଗୁରୁବାର ପାଳିତ ହୁଏ । ଏହି ସମୟରେ ଧନଧାନ୍ୟ, ବାତ୍ସଲ୍ୟ ଓ ଦୟାକ୍ଷମାର ପ୍ରତିମୂର୍ତ୍ତି ରୂପେ ଲକ୍ଷ୍ମୀଙ୍କୁ କଳ୍ପନା କରାଯାଇ ଘରର ଶ୍ରୀ, ସମୃଦ୍ଧି, ପରିଷ୍କାର-ପରିଚ୍ଛନ୍ନତା ଆଦି ପ୍ରତି ଦୃଷ୍ଟି ଦିଆଯାଇଥାଏ । ମାର୍ଗଶିର ମାସରେ ପୂଜା ଘରେ ଧାନ ମେଣ୍ଟା ବା "ଧାନବେଣୀ"ରେ ସଜାଯାଇଥାଏ । ମାଣବସା ଗୁରୁବାର ଓଷା ପୂର୍ବଦିନ ରାତିରେ ଗୃହିଣୀମାନେ ଘରଦ୍ଵାର ଲିପାପୋଛା କରି ଝୋଟିଚିତା ପକାଇଥାନ୍ତି । ଗୁରୁବାର ଦିନ ବଡ଼ିଭୋରରୁ ଉଠି ନାରୀମାନେ ସ୍ନାନାଦି କାର୍ଯ୍ୟ ସାରି ଲକ୍ଷ୍ମୀଙ୍କ ପୂଜା ଆରମ୍ଭ କରିଥାନ୍ତି । ପିଠାପଣା ଓ ଫଳମୂଳ ଭୋଗ (କଦଳୀ, ଛେନା, ନଡ଼ିଆ, ଗୁଡ଼, ଗୋଲମରିଚ ଓ ଅନ୍ୟାନ୍ୟ ଫଳ ) ଲକ୍ଷ୍ମୀଙ୍କ ପାଖରେ ଲଗାଯାଏ । ଏଥି ସହିତ ମଣ୍ଡା ପିଠା ତିଆରି କରାଯାଇ ଭୋଗ ଦିଆଯାଇଥାଏ । ବିଭିନ୍ନ ପାଳିରେ ଭିନ୍ନ ଭିନ୍ନ ପିଠାପଣା ପ୍ରସ୍ତୁତ କରି ଲକ୍ଷ୍ମୀଙ୍କୁ ପାଖରେ ଲାଗି କରାଯାଇଥାଏ । ------------------------------------------------------------- Album : LAXMI PURANA (Manabasa Gurubar Bahi Gita) Singer : Namita Agrawal & Gita Dash Lyrics : Balaram Das Music Label : Sidharth Music -------------------------------------------- ♪ Full Song Available on ♪ JioSaavn : http://bit.ly/Laxmi-Purana-JioSaavan Wynk : http://bit.ly/Laxmi-Purana-Wynk Resso: https://bit.ly/3xi872p Spotify : http://bit.ly/Laxmi-Purana-Spotify Gaana : http://bit.ly/Laxmi-Purana-Gaana Apple Music : http://bit.ly/Laxmi-Purana-Apple-Music iTunes : http://bit.ly/Laxmi-Purana-iTunes Amazon Prime Music : http://bit.ly/Laxmi-Purana-Prime-Music ------------------------------------------------------------- Watch our other YouTube Channels: http://www.youtube.com/c/SidharthTV  http://www.youtube.com/c/SidharthMusic  https://www.youtube.com/c/SidharthBhakti https://www.youtube.com/c/NamitaAgrawal  http://www.youtube.com/c/SiddharthBangla http://www.youtube.com/c/PuniThareSidharthMusic http://www.youtube.com/c/FullJatra http://www.youtube.com/c/HookeHooTV http://www.youtube.com/c/ODIAHD http://www.youtube.com/c/WorldMusicOdia  Follow us on our Facebook Pages: https://www.facebook.com/sidharthmusicodia/ https://www.facebook.com/SidharthTVofficial/ https://www.facebook.com/sidharthBhaktiOdia/ https://www.facebook.com/NamitaAgrawalOfficial/ #laxmipurana #sidharthtv #namitaagrawal #sidharthmusic #sitaramagrawal #laxmipuran #laxmipurana #manabasagurubarpuja #manabasagurubara #manabasagurubar #sidharthbhakti



SHARE TO YOUR FRIENDS


Download Server 1


DOWNLOAD MP4

Download Server 2


DOWNLOAD MP4

Alternative Download :