Toptube Video Search Engine



Title:Naveen Babu Kaen Mantar kala II Jayashree Dhal II Barsha Singh Bariha II PadamPur Election Song
Duration:05:41
Viewed:1,483,688
Published:25-11-2022
Source:Youtube

Naveen Babu Kaen Mantar kala II Jayashree Dhal II Barsha Singh Bariha II PadamPur Election Song @survibration4658 song - Dekh dekh navin ki mantar kala Music - Jayashree Dhal Lyrics - Ravi Kumar Singer - Jayashree Dhal more Details Call 7008940396 ନବୀନ୍ ବାବୁ ଆମର ନେତା ଇ ମାଟି ର୍ ମହକ ଆମର୍ ଆଶା ଆମର ଭର୍ ଷା ନବୀନ ଆମରି ଟେକ ପୁରା କର୍ ଲେ ସବୁସପନ ରଖ୍ ମା ତାଙ୍କର୍ ମାନ ପଦମ୍ ପୁରର ମାଟିନେ ଶୁଭେ ବିଜୟ ଦାଦାର୍ ଗାନ ହାଏରେ ହାଏ ହାଏରେ ହାଏ ଆରେ ବିରୋଧୀ ବାଲା କାଏ କରୁଚ ପାଲା ... ଦେଖ୍ ଦେଖ୍ ନବୀନ କାଏ ମନ୍ତର କଲା ଶଂଙ୍ଖ ଚିନହା ଆମର ସାଙ୍ଗେ କାଏଁ ମହନୀ ଲଗେଇ ଦେଲା... ଚୁନା ମାଛର ବେସର ବିରୋଧୀ ଯୋଜନା ହେସି ବିଫଳ ବଉଲଲୋ ଇଂନ ନବୀନ ବାବୁ କରସନ ଖେଲ ବଉଲଲୋ... ନାଉ ଫୁଲ ଦାଉ ଦାଉ ବିରୋଧୀଙ୍କର ଭାଉ ସେତିକି ଥାଉ ବଉଳଲୋ ବର୍ଷା ବହେଁନ ଆମ ଜିତିଯାଉ ବଉଳଲୋ... *************************************** ************************************* ଗାଁ ନୁ ସହର ଚାରିଆଡେ ଦେଖ ବାଜୁଛେଁ ରେ ଶୁଭଶଂଖ ପଦମ୍ ପୁରେ ଆଜି ଚହଳ ପଡିଛେଁ ନବୀନ୍ ବାବୁ ଭଲ,ଲୁକ ଚାଷୀ ଭାଇର୍ ଦୁଃଖ ବୁଝିଲେ ନବୀନ ଫସଲ ଯେ ହସୁଥାଏ ବିଜୁ ସ୍ବାସ୍ଥ୍ୟ କାର୍ଡ ମୃତ୍ୟୁ ସଞ୍ଜୀବନୀ ଗରୀବର୍ ସାଥି ଟିଏ ହାଏ ରେ ହାଏ ହାଏ ରେ ହାଏ ପ୍ରତି ହୃଦୟରେ ଶଙ୍ଖ୍ ବାଜିଲା ଦେଖ୍ ଦେଖ୍ ଦେଖ୍ ନବୀନ କି କଲା ମନ୍ତର ଶଂଙ୍ଖ ଚିନହା ଆମର ସାଙ୍ଗେ କାଏଁ ମହନୀ ଲଗେଇ ଦେଲା... *********************************** ବିଜୟ ବାବୁ ଥିଲେ ସରଲ ମଣିଷ କୋଟି ଜନତା ର୍ ପ୍ରିୟ ସେବାର୍ ପ୍ରତୀକ ମାଟିର୍ ମହକ ପଦମ୍ ପୁର ପରିଚୟ ବର୍ଷା ବରିହାଙ୍କର୍ ଆଖି ଲୁହ କହେ ସ୍ବଚ୍ଛ ତାଙ୍କର୍ ରାଜନୀତି ନବୀନ୍ ବାବୁଙ୍କର୍ ଆଦର୍ଶ ପ୍ରାର୍ଥିନୀ ଦୁଃଖି ଗରୀବର୍ ସାଥି ହାଏରେ ହାଏ ହାଏରେ ହାଏ ବିରୋଧୀ କରସନ ତୁଚ୍ଛା ରେ ହାଲା ଦେଖ୍ ଦେଖ୍ ଦେଖ୍ ନବୀନ ବାବୁ କାଏ କଲା ମନ୍ତର ଶଂଙ୍ଖ ଚିନହା ଆମର ସାଙ୍ଗେ କାଏଁ ମହନୀ ଲଗେଇ ଦେଲା... ************************************** ପଦମ୍ ପୁର ଘରେ ଘରେ ଆଏଜ ଶୁଭ ଶଙ୍ଖ ବାଜିଗଲା... #newelectionsong #barashasinghbarihaelectionsong #survibration #jayashreedhal #nabinbabu #naveenpatnaikbabufan #barshasinghbariha #electionsong2022 #padampurbypollelectionsong #nabinelectionsong #sambalpuripattennabinelectionsong #nabinbabukaenmantarkala



SHARE TO YOUR FRIENDS


Download Server 1


DOWNLOAD MP4

Download Server 2


DOWNLOAD MP4

Alternative Download :