Toptube Video Search Engine



Title:ଗାଁନୁ ନେଇକରି ଦିଲ୍ଲୀ ଦରବାର ତକ୍ ସବୁନେ ଦେଖେଇଛନ୍ କମାଲ୍
Duration:09:13
Viewed:90,889
Published:29-07-2021
Source:Youtube

ନାଁ ସୀମାରାଣୀ ମହାରଣା । ଘର କଳାହାଣ୍ଡି । ସଉକି ହେଉଛେ ନାଚ୍ । ଇ ପ୍ରତିଭା ତାକୁଁ ଦେଇଛେ ଗୁଟେ ଭିନେ ପରିଚୟ । ସମ୍ବଲପୁରୀ ଲୋକନାଚଥି ସେ ପୁରା ପାରଙ୍ଗମ୍ । ଜିଲ୍ଲା ଖାଲି କାଏଁ ଯେ ଭିନ୍ ଭିନ୍ ରାଏଜ୍‌ନେ ଯାଇକରି ଆମର ସମ୍ବଲପୁରୀ କଳାକେ ପୁହୁଁଚେଇ ପାରିଛନ୍ ସୀମା । ଗୁଟେ ଗରିବ ପରିବାରନୁ ଆସିଥିଲେ ଭିଲ୍ ମାଁ ବୁଆ ସବୁବେଲେ ତାକଁର ସାଥ୍ ଦେଇଆସିଛନ୍ । ଯେନଥିର ଲାଗି ସେ ଆଏଜ୍ ଏତକି ଆଗକେ ଆସିପାରିଛନ୍ । ଲୋକନାଚ ସାଙ୍ଗେ ଆଲବମ୍ ମାନକେ ଭିଲ୍ ତାକଁର କଲାକାରି ଦେଖେଇସାରିଥିବାର ସୀମା ଆଗକେ ଗୁଟେ ବଡ୍ ଅଭିନେତ୍ରୀ ହେବାର ସପନା ଦେଖିଛନ୍ । About Us! ପହରା, ଆମର ସମିଆ ଆର ସମାଜର ଦର୍ପନ। ଆମର ତିହାର ବାହାରର ଉସନାଖି, ଆମରଘର,ପରିବାର ଆର ସମ୍ପର୍କର ଗହକି। ପହରା, ଆମର ଉଷତ ଆନନ୍ଦର କଥାନି। ଆମର ଭାଷାଥି, ଆମକୁ କହେବେ ଆମର ନନୀ। ଆମର ଗାନା ବାଜନା, ଆମର ତିହାର ବରପନ, ଆମର ଗାଁ ମା ଆରୁ ଭାଇ ବହେନକର କଥା। ଆମର ନନୀ ମାନେ ଆମକୁ ବାଟ ଦେଖାବେ ଆରୁ ଆମକୁ ଶୂନାବେ ଆମର ଭାଷାଥି ଦୁନିଆଁ ଯାକର ଖବର। ପହରା, ଆମର ନୂଆ ଜୀବନ ଆରୁ ନୂଆ ସପନର ପ୍ଲାଟଫର୍ମ। ଆଗକେ ବଢବାର ଲାଗି ପହରା ଆମର ସିଡି । ପହରା ଆମର କଥା, ତୁମର କଥା, ଆମର ସମକର କଥା। ଆମର ସମିଆର ସବୁଠୁ ସୁନ୍ଦର କଥା। ଆମେ ଠିଆ ହେମୁ ଆପନମାନଙ୍କର ସୁଖ ଆର ଦୁଖ ଥି। ଆମେ ଆମର ଭାଷା ଆର ସଂସ୍କୃତିର ପହରାଦାର ହୋଇ କରି ସବୁବେଲେ ଠିଆ ହେମୁ ଆପଣଙ୍କର ସାଙ୍ଗେ। ପହରା, ଆମର ଭାଷାଥି ଆମର ତୁଲସୀ ଚଉରା। Subscriber our channel, Follow our page and and stay connected with Awesome Sambalpuri Videos! Contact Us:- paharaa24x7@gmail.com If you finds your content in our videos! Thanks & Regards www.Paharaa.com #ସମାଜ​ #ସଂସ୍କୃତି​ #ସମାଚାର



SHARE TO YOUR FRIENDS


Download Server 1


DOWNLOAD MP4

Download Server 2


DOWNLOAD MP4

Alternative Download :