Toptube Video Search Engine



Title:ଭଗବାନ ଙ୍କୁ ପାଇବାର ୮ ଟି ସଂକେତ ଆଜିହିଁ ଜାଣିନିଅନ୍ତୁ |Chintana Tv
Duration:07:55
Viewed:75,461
Published:12-09-2023
Source:Youtube

ଯଦି ଆପଣଙ୍କୁ ମିଳେ ଏହି ୮ ଟି ସଂକେତ ତେବେ ଭଗବାନ ନିଶ୍ଚୟ ଆପଣଙ୍କ ସାଥିରେ ଅଛନ୍ତି | Krishnabani | Chintana Tv #motivation #krishnavani #geetagyan #religion #krishnamotivationalspeech #chintanatv #krishnaquotes About this video - ନମସ୍କାର ବନ୍ଧୁଗଣ, ଏହି ଭିଡ଼ିଓ ମାଧ୍ୟମରେ ଏମିତି ୮ ଗୋଟି ସଂକେତ ବିଷୟରେ କୁହାଯାଇଛି ଯେଉଁ ସଂକେତ ମିଳିବା ଦ୍ୱାରା ଆପଣ ଜାଣିପାରିବେ ଯେ ଭଗବାନ ଆପଣଙ୍କୁ ପ୍ରେମ କରୁଛନ୍ତି ବୋଲି | ଏ ସବୁ ଶୁଣିବାକୁ ଆପଣଙ୍କୁ ଟିକେ ଅଜବ ଲାଗିବ | କିନ୍ତୁ ଏ ସବୁ ତଥ୍ୟ ଶ୍ରୀମଦ ଭାଗବତ ଗୀତା ଅନୁସାରେ ସଂଗୃହିତ ଅଟେ | ଭାଗବତ ର ଏକ ଶ୍ଳୋକ ରେ ଭଗବାନ ସ୍ୱୟଂ କହୁଛନ୍ତି - ମୁଁ ଯାହା ଉପରେ କୃପା କରିଥାଏ ତାର ସମସ୍ତ ଧନ ସମ୍ପତ୍ତି ନେଇଯାଇଥାଏ | ଉକ୍ତ ମନୁଷ୍ୟ ନିଜର ଧନ ସମ୍ପଦ ହରାଇବା ପରେ ତାର ବନ୍ଧୁ ବାନ୍ଧବ ତା ଠାରୁ ଧୀରେ ଧୀରେ ଦୂରେଇଯାନ୍ତି ଏବଂ ସେହି ବ୍ୟକ୍ତି ବିଭିନ୍ନ ପ୍ରକାର ର ଦୁଃଖ ପାଇଥାଏ | ଯାହାଦ୍ୱାରା ସେ ଦୁଃଖ ରୁ ମୁକ୍ତି ପାଇବା ପାଇଁ ମୋତେ ଆକୁଳ ହୋଇ ସ୍ମରଣ କରିଥାଏ | 🌹🌹🌹🌹🌹🌹🌹ଧନ୍ୟବାଦ 🌹🌹🌹🌹🌹🌹🌹



SHARE TO YOUR FRIENDS


Download Server 1


DOWNLOAD MP4

Download Server 2


DOWNLOAD MP4

Alternative Download :