Title | : | Kalijai Song - Bapa Ghara Khela Sarigala -ବାପ ଘର ଖେଳ ସରିଗଲା- ଜାଇର କରୁଣ କାହାଣୀ | Gita Dash | Sidharth |
Duration | : | 43:24 |
Viewed | : | 614,530 |
Published | : | 24-02-2024 |
Source | : | Youtube |
"ବାପ ଘର ଖେଳ" ଜାଇ ଓ ତାର ବାପାଙ୍କ କରୁଣ କାହାଣୀ ଉପରେ ଆଧାରିତ । ମା କାଳୀ ହିନ୍ଦୁ ଧର୍ମର ପ୍ରତ୍ୟକ୍ଷ ଅଧିଷ୍ଠାତ୍ରୀ ଦେବୀ ହୋଇଥିବା ବେଳେ ଜାଇ ସ୍ଥାନୀୟ ଅଞ୍ଛଳର ଜଣେ ସାଧାରଣ ଝିଅ ଥିଲା । ଯିଏକି କୈାଣସି ସମୟରେ ଚିଲିକାର ଗଭୀର ଗଣ୍ଡ ମଧ୍ୟରେ ବିଲୀନ ହୋଇଯାଇଥିଲା । ସେଠାରେ ଅବସ୍ଥିତ ଅନ୍ୟ ଏକ ଦ୍ବୀପ ପାରିକୁଦକୁ ବିବାହ କରି ନିଜ ପିତାଙ୍କ ସହ ଯାଉଥିବା ବେଳେ ଭୟଙ୍କର ଝଡର ସମ୍ମୁଖୀନ ହୋଇଥିଲା । ଝଡର ପ୍ରଭାବ ଅତି ତୀବ୍ର ଥିବାରୁ ନାଆଟି ସେହି ଗଣ୍ଡ ମଧ୍ୟରେ ଓଲଟି ପଡ଼ିଥିଲା । ପରେ ଜାଇର ପିତା ଓ ନାବିକ ଉଭୟ ବର୍ତ୍ତିଯାଇଥିଲେ , ମାତ୍ର ଜାଇର କୈଣସି ପତ୍ତା ମିଳିନଥିଲା । ଶୁଣିବାକୁ ମିଳେ ଯେ ଏହି ଘଟଣାର କିଛିଦିନ ପରେ ସେହି ବାଟ ଦେଇ ଯାଉଥିବା ନାବିକମାନେ ଜାଇର କାନ୍ଦଣା ଶୁଣିବାକୁ ପାଉଥିଲେ । ତେଣୁ ଧିରେ ଧିରେ ତାଙ୍କୁ ମା କାଳିଙ୍କ ଆଖ୍ୟା ଦେଇ ବିପଦ ସମୟରେ ସ୍ମରଣ କରିବାକୁ ଲାଗିଲେ । ଐତିହାସିକ ତଥ୍ୟ ଅନୁସାରେ ମା କାଳିଜାଇଙ୍କ ମନ୍ଦିର ପ୍ରାୟ ୧୭୧୭ ମସିହାରେ ପାରିକୁଦର ରାଜା ଶ୍ରୀ ଜଗନ୍ନାଥ ମାନସିଂହଙ୍କ ଦ୍ବାରା ନିର୍ମାଣ ହୋଇଥିଲା । ଏହା ପରଠୁ ମା ସେଠାରେ ଅଧିଷ୍ଠାତ୍ରୀ ଦେବୀ ରୂପେ ପୂଜା ପାଇ ଆସୁଛନ୍ତି । Song : Bapa Ghara Khela Singer : Gita Dash Lyrics : Jgannath Panda Music Director : Puratana Video Artist : Album : Bapa Ghara Khela Album No : SM - 3251 Music Label : Sidharth Music -------------------------- ♪ Full Song Available on ♪ JioSaavn : http://tinyurl.com/bdbcmbj8 Wynk : http://tinyurl.com/ycyy7yvs Gaana : http://tinyurl.com/5ypdvyn4 Apple Music : http://tinyurl.com/45xyskkj Amazon Prime Music :http://tinyurl.com/49vcb2bn iTunes : http://tinyurl.com/45xyskkj Spotify :http://tinyurl.com/bdf4u3t3 ------------------------------ Set Caller Tune ; Operator Codes: Airtel Users Dial Vodafone Users Dial BSNL (South / East) Users sms BT To 56700 Idea Users Dial BSNL (North / West) Users sms BT To 56700 Also available on Jio Tunes ---------------------------------- DTH details .. Sidharrth TV : Dish-1311,Tata Play-1757,Airtel-600 Sun Direct -657,D2H-1311 Sidharth Bhakti : Dish TV-1395, Airtel-616,Sun-491,Tata Play-1796 Sidharth Gold : Dish TV -1333, Airtel-602,Sun-658,Tata Play-1766 Jay Jagannath : Dish-1397,Videocon D2H-1397,Tata Play-1799 SUBSCRIBE us for Mega Serial, Reality Shows every day: YouTube : http://www.youtube.com/c/SidharthTV Instagram : https://www.instagram.com/sidharthtvofficial/ Facebook : https://www.facebook.com/SidharthTVofficial/ Twitter : https://twitter.com/sidharth_tv Subscribe our other Television Channels : Sidharth Bhakti : https://bit.ly/3ybqxAJ Sidharth Gold : https://bit.ly/3a1P4Ac Jay Jagannath : https://bit.ly/3aa1lTa #sidharthbhakti #odiabhajan #namitaagrawal #odiasong #sidharthmusic #sidharthtv #jayjagannathtv #sitaramagrawal
Gahani - Santoshi Maa(VIDEO) ଗାହାଣୀ... 45:54 - 6,726,960 |
Gahani - Na Pahu Rati Na Maru Pati - ଗାହ... 45:31 - 846,421 |
Kalijai Song - Bapa Ghara Khela Sarigala Gahani... 24:30 - 52,308,308 |
GAHANI - JANMASTAMI - ଗାହାଣୀ - ଜ... 46:00 - 589,239 |
MARRIAGE SONG - Odia Bahaghara Gita ବାହ... 41:24 - 2,010,252 |
Mahalaxmi Janma Katha || Neha Niharika Kar || P... 02:17 - 588,513 |
Sri Hanuman Amrutabani | ଶ୍ରୀ ହନ... 44:23 - 15,921,126 |
Niti Sapane Aasuchhi - Superhit Krushna Bhajan ... 29:16 - 1,451,864 |