Toptube Video Search Engine



Title:ମାଛ ମାଂସ ଖାଇବା ପାପ ନା ପୁଣ୍ୟ? ପ୍ରକୂତ ସତ୍ୟ ଜାଣନ୍ତୁ | ଶ୍ରୀମଦ ଭାଗବତ ଗୀତା | Chintana TV
Duration:12:00
Viewed:1,846,349
Published:26-08-2023
Source:Youtube

ମାଛ ମାଂସ ଖାଇବା ପାପ ନା ପୁଣ୍ୟ? ପ୍ରକୂତ ସତ୍ୟ ଜାଣନ୍ତୁ | ଶ୍ରୀମଦ ଭାଗବତ ଗୀତା | Chintana TV #motivation #krishnavani #krishnamotivation #krishnamotivationalspeech #geetagyan #religion #chintanatv About this video - ବନ୍ଧୁଗଣ ସଂସାରରେ ସବୁଠାରୁ ଶ୍ରେଷ୍ଠ ପ୍ରାଣୀ ହେଉଛି ମନୁଷ୍ୟ | ସେଥିପାଇଁ ମନୁଷ୍ୟ ମଧ୍ୟରେ ସ୍ୱୟଂ ଭଗବାନ ବାସ କରନ୍ତି | ଏପରିକି ସଂସାରର ସମସ୍ତ ପ୍ରାଣୀ ଙ୍କ ମଧ୍ୟରେ ବି ଭଗବାନ ବିଦ୍ୟମାନ | ଭଗବାନ ଙ୍କ ସୃଷ୍ଟି ଅନୁସାରେ ପୃଥିବୀ ର ସକଳ ଜୀବଜଗତ ନିଜ ନିଜର କର୍ମ କରିବା ସହିତ ନିଜର ଉଚିତ ଖାଦ୍ୟ ମଧ୍ୟ ଖାଇଥାନ୍ତି | ଶାକାହାରୀ ପ୍ରାଣୀ ଶାକାହାର ଭୋଜନ କରୁଥିବା ବେଳେ ମାଂସାସୀ ପ୍ରାଣୀ ମାଂସ ଭୋଜନ କରିଥାନ୍ତି | କିନ୍ତୁ ମନୁଷ୍ୟ ଏଥିରେ ବ୍ୟତିକ୍ରମ କରିଥାଏ ଏବଂ ଶାକାହାରୀ ପ୍ରାଣୀ ହୋଇ ମଧ୍ୟ ମାଂସ ଭକ୍ଷଣ କରିଥାଏ | ତେଣୁ ମନୁଷ୍ୟ ପକ୍ଷେ ମାଛ ମାଂସ ଖାଇବା କେତେ ଦୂର ଯଥାର୍ଥ ଏବଂ ମାଛ ମାଂସ ଖାଇବା ପାପ ନା ପୁଣ୍ୟ ତାହା ଏହି ଭିଡ଼ିଓ ଦେଖିଲେ ଆପଣ ସହଜରେ ବୁଝିପାରିବେ | 🌹🌹🌹🌹Thanks for Watching 🌹🌹🌹🌹



SHARE TO YOUR FRIENDS


Download Server 1


DOWNLOAD MP4

Download Server 2


DOWNLOAD MP4

Alternative Download :