Toptube Video Search Engine



Title:Jagannatha nka Anasara Kahani ll କାହାପାଇଁ ଆଜି ଜଗନ୍ନାଥ ଅଣସରକୁ ଗଲେ ll ଅଣସର ଘରେ କଣ ହୁଏ ll Rathayatra24🙏
Duration:55:40
Viewed:223,080
Published:22-06-2024
Source:Youtube

#Anasarakahani #Sunasuna #Mabhauni #Sunamanalagei #Anasarakatha #kahuchhi #Ajimunhibujhai #Jagannathnkaanasaranitiniyama #Rathayatra #Pragnyashreenewrealise #Rathayatra2024 # Song : Sunasuna Maa Bhauni Anasara Kahani Singer : Pragnyashree Nayak Lyrics : Muralidhara Das Music : Priyadarshini Nayak Editing : Sudhansu Sekhara Rout Copyright 's by SAI PRAGNYA CREATION YouTube channel 🙏🙏 🙏SAI PRAGNYA CREATION ତରଫରୁ ପବିତ୍ର ରଥଯାତ୍ରା ଉପଲକ୍ଷେ ଆପଣ ମାନଙ୍କୁ ବହୁତ ବହୁତ ଶୁଭେଚ୍ଛା ଶୁଭକାମନା ll ମହାପ୍ରଭୁ ଶ୍ରୀ ଜଗନ୍ନାଥ ଅଣସର ଘରକୁ କାହିଁକି ଯାଆନ୍ତି ll ମାଧବ ଦାସ କିଏ ?ଜଗନ୍ନାଥ ଓ଼ ବଳଭଦ୍ର କେଉଁଠlକୁ ଯାଇଥିଲେ ll ମାଧବ ଦାସ ପ୍ରଭୁଙ୍କର କିପରି ସେବା କରୁଥିଲେ ll ଅଣସର ଘରୁ ଯିବା ପରେ ଜଗନ୍ନାଥ ଙ୍କୁ କେଉଁ ତେଲ ମାଲିସ କରାଯାଏ ଏହାକୁ କିଏ ଦିଏ ଏବଂ ଏହା କେଉଁଠୁ ଆସେ ll ଏ ସବୁ ର ସମ୍ପୂର୍ଣ ତଥ୍ୟ ଏଇ ଗୀତ ମାଧ୍ୟମରେ ଲେଖା ଯାଇଛି ll ଏହାକୁ ଅତି ସୁନ୍ଦର ଭାବରେ ଲେଖିଛନ୍ତି lyricist - Muralidhara das ଏବଂ ଗାଇଛନ୍ତି singer - Pragnyashree nayak ll କାହାଣୀ ଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ଶୁଣିଲେ ଆପଣ ମାନେ ସବୁ ବୁଝି ପାରିବେ ll PLZ Like ll Share ll Subscrib ll Thanks You For Your Love And Support.



SHARE TO YOUR FRIENDS


Download Server 1


DOWNLOAD MP4

Download Server 2


DOWNLOAD MP4

Alternative Download :