Toptube Video Search Engine



Title:PRIYA BAHANA ll କେଉଁ ଠାକୁରଙ୍କ ବାହାନ କିଏ ll PRAGNYASHREE NAYAK ll ଜୟ ଜଗନ୍ନାଥ 🙏🙏
Duration:24:13
Viewed:62,986
Published:25-06-2024
Source:Youtube

#Sunasunasudhijana #Sunadeimanakarna #Kouthakuranka #Kie #Atanti #piriya #Bahana #Ganeshbahana #Musa #SaraswatiBahana #Hansa #Hanumanabahana #indrankabahhana #saninkabahana #Surjyankabahana #Chandrankabahana #Agninkabahana #bayudebankabahana #Gangamatankabahana #pragnyashreenewrealise #pragnyashreenewsong #2024 # Song : Sunasuna Sudhijana sunadeimanakarna Kouthakuranka Kie Atanti Priya Bahana Singer : Pragnyashree Nayak Lyrics : Himansu Bhusana Mahanty Music : Priyadarshini Nayak Editing : Sudhansu Rout Copyright's by Sai Pragnya Creation YouTube channel 🙏SAI PRAGNYA CREATION YouTube channel ଆପଣ ମାନଙ୍କୁ ଆଉ ଏକ ଭିନ୍ନ ଧରଣର ଗୀତ ଭେଟିଦେଉଛି ll ଯେକୌଣସି କଥା ଆପଣ ମାନେ କିଛି କିଛି ଜାଣିଛନ୍ତି ତାହାକୁ ଗୀତ ମାଧ୍ୟମରେ ପୁରା କରି ଶୁଣାଇବ କେବଳ SAI PRANYA CREATION ll ଆପଣ ମାନେ କେଉଁ ଠାକୁର ଙ୍କର କିଏ ବାହାନ ଯେମିତିକି ' ଗଣେଶଙ୍କ ବାହାନ ମୂଷା ', ଶିବଙ୍କ ବାହାନ ଷଣ୍ଡ,'ଲକ୍ଷ୍ମୀଙ୍କ ବାହାନ ପେଚା,'ଏମିତି ଅଳ୍ପ ବହୁତ ନିଶ୍ଚୟ ଜାଣିଥିବେ ll କିନ୍ତୁ ଅଗ୍ନି ଦେବଙ୍କ ବାହାନ କିଏ, ବାୟୁ ଦେବଙ୍କ ବାହାନ କିଏ, ସୂର୍ଯ୍ୟ ଦେବଙ୍କ ବାହାନ କିଏ, ଆହୁରି ଶନି ଦେବଙ୍କ କେତୋଟି ବାହାନ ll ଏ ସବୁ ପଶୁ ପକ୍ଷୀ ଙ୍କୁ ବାହାନ ରୂପରେ ନେଇ ଆମର ଦେବତା ମାନେ କିପରି ଚଳ ପ୍ରଚଳ ହେଉଛନ୍ତି,ସେ ସବୁ ବିଷୟକୁ ନେଇ ଅତି ସୁନ୍ଦର ଭାବରେ ଏଇ ଭାବପୂର୍ଣ୍ଣ ଗୀତଟିକୁ ଲେଖିଛନ୍ତି ଆଜିର ଆଗଧାଡିର lyricist : Himansu Bhusana Mahanty ll ଆହୁରି ସୁନ୍ଦର ଗାଇଛନ୍ତି ଝିଅ Pragnyashree Nayak ll ଆଶା କରେ ଏ ଗୀତ କୁ ବହୁତ ଭଲ ପାଇବା ଦେବେ ଏବଂ ବହୁତ ମାତ୍ରାରେ share କରି ଗୀତଟିକୁ ଆଗେଇ ନେଇଯିବେ ll ଆଜିର ଦିନଟି ଆପଣଙ୍କ ର ବହୁତ ବହୁତ ଭଲରେ କଟୁ ଏତିକି ଭଗବାନ ଙ୍କ ପାଖରେ ପ୍ରାର୍ଥନା ll ଜୟ ଜଗନ୍ନାଥ ll 🙏🙏🙏🙏🙏 PLZ II LIKE II share ll Subscribe ll Thanks You For Your Love And Support.



SHARE TO YOUR FRIENDS


Download Server 1


DOWNLOAD MP4

Download Server 2


DOWNLOAD MP4

Alternative Download :